ସ୍ମାର୍ଟ କିଓସ୍କରେ ନଗ୍ନ ଚଳଚିତ୍ର : ପର୍ଣ୍ଣ ସାଇଟ୍‌ ଚାଲିବା ପରେ ହଙ୍ଗାମା

ଭୁବନେଶ୍ବର : ଜନସାଧାରଣଙ୍କୁ ହାତ ପାଆନ୍ତାରେ ସେବା ଯୋଗାଇ ଦେବାପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ସ୍ମାର୍ଟ କିଓସ୍କ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗତ ରାତିରେ ଏଥିରେ କେହି ଜଣେ ପର୍ଣ୍ଣ ସାଇଟ୍‌ ଖୋଲି ଦେଇ ଚାଲିଯିବା ପରେ ହଙ୍ଗାମା ହୋଇଛି। ରାଜମହଲ ଛକରେ ମୋ ବସ୍‌ ଷ୍ଟାଣ୍ଡ‌ କଡ଼ରେ ଥିବା ଏହି କିଓସ୍କରେ ଦୀର୍ଘ ୧୫ ମିନିଟ୍‌ କାଳ ନଗ୍ନ ଚିତ୍ର ଦେଖାଯିବା ପରେ ସେଠାରେ … Continue reading ସ୍ମାର୍ଟ କିଓସ୍କରେ ନଗ୍ନ ଚଳଚିତ୍ର : ପର୍ଣ୍ଣ ସାଇଟ୍‌ ଚାଲିବା ପରେ ହଙ୍ଗାମା